How To Download Book?

Also Read

ପ୍ରିୟ ମହାଶୟ/ମହାଶୟା,
www.odiabook.co.in ୱେବସାଇଟଟି ମାଗଣା ଓଡ଼ିଆ ପୁସ୍ତକ ଡାଉନଲୋଡ଼ କରିବାର ଏକ ମାଧ୍ୟମ । ଏହି ୱେବସାଇଟ ସହାୟତାରେ ହଜାର ହଜାର ଲୋକମାନେ ପୁସ୍ତକ ମାଗଣାରେ ପାଇପାରୁଥିବାରୁ ଓ ଆମେ ସେହି ପୁସ୍ତକ ଯୋଗାଇ ଦେଇପାରିଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଅଛୁ । ଏହି ୱେବସାଇଟକୁ ମାଧ୍ୟମ କରି ଆମେ Rare ଓ ଜ୍ଞାନ ବର୍ଦ୍ଧନ କରିବା ଭଳି ପୁସ୍ତକ ବିତରଣ କରିବା ଆମର ପ୍ରଧାନ ଉଦ୍ଦେଶ୍ୟ।

ଏହି ୱେବସାଇଟରେ ଥିବା ପୁସ୍ତକ 'Open Source' ମାଧ୍ୟମରୁ ଅଣାଯାଇଛି । ଆପଣ ପୁସ୍ତକ ଡାଉନଲୋଡ଼ କରିବା ପାଇଁ ମନପସନ୍ଦର ପୁସ୍ତକ ଥିବା Web pageକୁ ଯାଇ ତଳେ ଦିଆଯାଇଥିବା ଲାଲରଙ୍ଗ ଯୁକ୍ତ ଲିଙ୍କ ସଦୃଶ ଲିଙ୍କ ଉପରେ କ୍ଲିକ କରି ଅପେକ୍ଷା କରନ୍ତୁ ।

ଏହାପରେ ନିମ୍ନ ଲିଙ୍କରେ କ୍ଲିକ କରି ପାରିବେ।



ଉପରୋକ୍ତ ଲିଙ୍କରେ କ୍ଲିକ କରିବା ପରେ ଅନ୍ୟ ଏକ Web Pageକୁ ଆପଣ ଆସି ପହଞ୍ଚି ଯିବେ ଓ 10 Second Wait କରିବା ପରେ Download button ରେ କ୍ଲିକ କରି ପୁସ୍ତକଟିକୁ ଡାଉନଲୋଡ଼ କରିପାରିବେ ।


ପୁସ୍ତକଟି ଡାଉନଲୋଡ଼ ନହେଲେ ଆପଣ ନିଜ Android Mobile ରେ Google Drive App. ଟିକୁ Playstore ରୁ Install କରି ପୁସ୍ତକଟିକୁ ଡାଉନଲୋଡ଼ କିମ୍ବା ପଢିପାରିବେ।

 Jio Phone କିମ୍ବା ଅନ୍ୟ Basic Mobile Phone (ଇଣ୍ଟରନେଟ ଉପଲବ୍ଧ ଥିବା) କ୍ଷେତ୍ରରେ Phone Browser କୁ ଯାଇ Gamil.Com ରେ ପ୍ରଥମେ ନିଜ E-mail ସହ Login କରି ନିଅନ୍ତୁ, ଆଉ ଆମ ସାଇଟକୁ ଆସି ପୁସ୍ତକ ଡାଉନଲୋଡ଼ କରିପାରିବେ ।

ତଥାପି Download ନହେଲେ କିମ୍ବା Broken Link ଜନିତ ଅସୁବିଧା ହେଲେ Comment ମାଧ୍ୟମରେ କିମ୍ବା ଆମ E-mail: [email protected] ରେ ଜଣାଇ ପାରିବେ ।

ଅନ୍ୟାନ୍ୟ ସୂଚନା:
କପିରାଇଟ ସମ୍ବନ୍ଧିତ ସୂଚନା: ଯଦି ଭୁଲ ବଶତଃ ଆପଣଙ୍କର କୌଣସି ପୁସ୍ତକ ଯାହା କପିରାଇଟ୍ ଅଧୀନରେ ଆସେ ଏବଂ ଆପଣ ଏହାକୁ Remove କରିବାକୁ ଚାହାଁନ୍ତି ଏଠାରେ କ୍ଲିକ୍ କରନ୍ତୁ ଏବଂ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ।

ଆମେ ଏହି ୱେବସାଇଟର Serverରେ ପୁସ୍ତକର Material, E-Book Host କରି ନାହୁଁ। ଏହା Cloud Storage ଦ୍ୱାରା Download Link ଦିଆଯାଇଛି । 
ଏହି ୱେବସାଇଟରେ ବ୍ୟବହାର କରାଯାଇଥିବା Cloud Storage:
  1. Google Drive
  2. Ice Drive
  3. Jio Cloud Use Refers Code "YPLSN8".
  4. Tera Box

Post a Comment

Post a Comment (0)