Also Read
ନାସ୍ତି ବିଦ୍ୟା ସମଂ ଚକ୍ଷୁ ନାସ୍ତି ସତ୍ୟ ସମଂ ତପଃ ।
ନାସ୍ତି ରାଗ ସମଂ ଦୁଃଖ ନାସ୍ତି ତ୍ୟାଗ ସମଂ ସୁଖ ।।
ଜ୍ଞାନ ପରି ଚକ୍ଷୁ ନାହିଁ, ସତ୍ୟ ପରି ତପସ୍ୟା ନାହିଁ, ଆସକ୍ତି ପରି ଦୁଃଖ ନାହିଁ ଏବଂ ତ୍ୟାଗ ପରି ସୁଖ ନାହିଁ । ।
ଭାରତର ବିଭିନ୍ନ ଶାସ୍ତ୍ରୀୟ ଭାଷା ମଧ୍ୟରେ ଆମ ଭାଷା ଓଡ଼ିଆ ଅନ୍ୟତମ। ଆଜି ତାମିଲ, ତେଲୁଗୁ, ବଙ୍ଗ ଭାଷୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ ଇତ୍ୟାଦି ଭାଷା ବିଶିଷ୍ଟ ଇ-ପୁସ୍ତକ ଅନ୍ତର୍ଜାଳ (Internet) ରେ ଅସଂଖ୍ୟ। ଏମାନଙ୍କ ୱେବସ୍ଥଳୀ ସଂଖ୍ୟା ମଧ୍ୟ ବହୁତ ଅଟେ।
ଦୁଃଖର କଥା ନିଜର କଳା, ସ୍ଥାପତ୍ୟ,ଶାସ୍ତ୍ରୀୟତା, ସାହିତ୍ୟ ଓ ବୀରତ୍ୱପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆମାନଙ୍କ ପାଇଁ ମାତ୍ର କିଛି ହାତ ଗଣତି ୱେବସ୍ଥଳୀ ଉପଲବ୍ଧ ଅଟେ।
ଓଡ଼ିଶାରେ ଏମିତି ହଜାର ହଜାର ପୁସ୍ତକ ପ୍ରେମୀବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ। ଏପରି ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସଂକଳ୍ପ ନେଇ ଏହି ୱେବସାଇଟଟିକୁ ନିର୍ମାଣ କଲି। ୱେବସାଇଟଟି କେମିତି Jio Phone ଭଲି Low Compatible Mobile ରେ କାର୍ଯ୍ୟ କରିବ ସେହି ଯୋଜନା କରି Design ଗୁଡିକ କରାଯାଇଛି। ହଜାର ହଜାର ପୁସ୍ତକ ଗୁଡିକୁ ଏକାକୀ ଇ-ପୁସ୍ତକରେ ପରିଣତ କରିବା ଅସମ୍ଭବ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ମଧ୍ୟ ଏହାର କାରଣ ହୋଇପାରେ। ଆମ ରାଜ୍ୟରେ ଗୁଡିଏ ସଂସ୍ଥା ଯେମିତି https://odiabibhaba.in ଓ https://odia.org ଏସବୁ କାର୍ଯ୍ୟପାଇଁ ସର୍ବଦା ପ୍ରତିବଦ୍ଧ ଓ ତତ୍ପର। ମୁଁ ସେମାନଙ୍କୁ ତାଙ୍କ ପରିଶ୍ରମ ପାଇଁ ପ୍ରଣାମ ଜଣାଉଛି ଓ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସାହାଯ୍ୟ କରିଥିବାରୁ ବାରମ୍ବାର କୃତଜ୍ଞତା ଅର୍ପଣ କରୁଛି । ମୋର ଏହି ୱେବସାଇଟରେ ରହିଥିବା ପୁସ୍ତକ ଗୁଡିକୁ ଏଭଳି ସାଇଟରୁ ସଂଗ୍ରହ କରିଅଛି। ଏଗୁଡିକ ପ୍ରାୟ କପି -ରାଇଟ ମୁକ୍ତ ବ୍ୟବହାର ତଥା ପଠନ ଯୋଗ୍ୟ ପୁସ୍ତକ ଅଟେ। ବିଶେଷ ଭାବରେ ଇ-ପୁସ୍ତକ ସଂଗ୍ରହ କରିଥିବା ସାଇଟ ଗୁଡିକ ହେଲା-
- https://odiabibhaba.in
- https://odia.org
- https://archive.org
- https://Wikimedia.org
- https://www.odiabook.in
- https://odiabookpdf.blogspot.com
- https://oaob.nitrkl.ac.in
- https://dwarkadheeshvastu.in
- https://ova.gov.in
- https://wapkaspotcom.wordpress.com
- https://www.scholarshoppe.com
- Aumbooks.in ଇତ୍ୟାଦି।
- Kosal.in (Old Sambalpuri Songs Download)
- Odiabook.in (Odia Book Information)
- Alltimeodia.in (Odia Mp3 Download)
- m.Odiabook.in (Odia Book)
- odia.wapka.co (Odia informative site)
- Odia.Wapka.xyz (Odia informative site)
ଏହି www.Odiabook.Co.In ୱେବସାଇଟଟି କୌଣସି ସଂସ୍ଥା ଦ୍ୱାରା ଇ-ପୁସ୍ତକ ମାନଙ୍କର ବିକ୍ରି ପାଇଁ କିମ୍ବା ବ୍ୟବସାୟ ଉଦ୍ଦେଶ୍ୟରେ ଗଢ଼ା ଯାଇ ନାହିଁ। ଜ୍ଞାନର ପ୍ରଚାର ପ୍ରସାର ଆମର ଏକମାତ୍ର ଉଦ୍ଦେଶ୍ୟ ।
କପିରାଇଟ ସମ୍ବନ୍ଧିତ ସୂଚନା: ଏହି ସାଇଟ ରେ ଉପଲବ୍ଧ ସମସ୍ତ ପୁସ୍ତକ Open Source ମାଧ୍ୟମରୁ ଅଣା ଯାଇଛି। ପ୍ରତ୍ୟେକ ପୁସ୍ତକ ସାଥିରେ "Source Of Book" ନାମକ ତଥ୍ୟ ଦିଆଯାଇଛି, ଯେଉଁଥିରୁ ଆପଣ ସେହି ପୁସ୍ତକର ମୂଳସ୍ରୋତ ବିଷୟରେ ସୂଚନା ପ୍ରାପ୍ତ କରିପାରିବେ। ଆମେ ଏହି ୱେବସାଇଟର Serverରେ ପୁସ୍ତକର Material, E-Book Host କରି ନାହୁଁ।
କୌଣସି ପୁସ୍ତକର ଲେଖକ, ବିକ୍ରେତା, ପୁସ୍ତକ ପ୍ରକାଶକ ମାନଙ୍କୁ କ୍ଷତିରେ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ କେବଳ ଲୋକଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ପାଇଁ ଏହି ୱେବସାଇଟ ଗଠନ କରାଯାଇଛି।
DMCA Notice: All Material Available On This Site Which Is Available For Download Is Collected From Various Opensource Platforms. Backlink/Reference To The Original Content Source Is Provided Below Each Book With "Ebook Source" Label.
The Internet Itself Is Like An Enormous Ocean. Where We Now Find Many Precious Diamonds And Pearls At The Sort Of Books. There Are Also Some Books Which Are Under Copyright, So No Download Link Has Been Given On Such Books, Only Amazon Purchase Links Are Given On Such Books. Whenever Any Writer Has Any Regrets Or Subscribing To Some Of His Novels Being On This Stage, They Can Contact Us Even With All This. We’ll Remove That Book From Our Site In The Next Twenty-four Hours.
ୱେବସାଇଟର Paid Domain Name କୁ ପରିଚାଳନା କରିବା ପାଇଁ ଆମକୁ Ad. ର ସହାୟତା ନେବାକୁ ପଡିଛି । ଏହା ତୃତୀୟ ପକ୍ଷ ମାଧ୍ୟମରେ ପରିଚାଳିତ । ଏହି ୱେବସାଇଟଟି SSL Certificate ଦ୍ୱାରା ପ୍ରମାଣିତ ଅଟେ ଓ ଆପଣଙ୍କ ପରିଦର୍ଶନ ଗୋପନୀୟ ଓ ସୁରକ୍ଷିତ ଅଟେ ।
ଏହି ୱେବସାଇଟରେ ଉପଲବ୍ଧ ସମସ୍ତ ପୁସ୍ତକଙ୍କ ଲେଖକ, ସଂଗ୍ରାହକ, ପ୍ରକାଶ କରିଥିବା ମହାଶୟ ମାନେ ଦୟାପରବେଶ ହୋଇଥିବାରୁ ମୁଁ କୃତଜ୍ଞ। ବନାନ, ଟଙ୍କଣ କିମ୍ବା ବିରାମ ଚିହ୍ନରେ ତ୍ରୁଟି ଥିଲେ ପାଠକ ବନ୍ଧୁ ମାନେ କ୍ଷମା ଦେବେ।
Our Mail:
- O[email protected]
- Website: www.Odiabook.Co.In
ଧନ୍ୟବାଦ ।
What's New?
- Check Our New Website www.odiabook.in Regd. 27148960/10/03/2013 Which Is Reserved and Owned By www.odiabook.co.in. Host Provider Mitsu.In
- Website Reached approximately 100k or 1 Lakh Total Visiter. Thank You For Your Support.
- About Us
- Site Disclaimer
- Contact Us
- Terms and Conditions
- Privacy policies
- DMCA
- Download Odia Book (Reserved Domain*)
ପରିଦର୍ଶନ ପାଇଁ କୃତଜ୍ଞ । 🙏
Odiabook.Co.In by ODIABOOK is licensed under CC BY-NC-ND 4.0
Post a Comment